ପୋଲ ପାଇଁ ନଦୀକୁ ଶୁଖାଇଦେଲେ: କଲ୍ୟାଣସିଂହପୁର ଅଞ୍ଚଳର ଜୀବନ ଓ ଜୀବିକା ପ୍ରଭାବିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଚିରସ୍ରୋତା ଭାବେ ପରିଚିତ କଲ୍ୟାଣୀ ନଦୀ। କିନ୍ତୁ ଉନ୍ନୟନ ପ୍ରକଳ୍ପ ପାଇଁ ଏବେ ଏହି ନଦୀ ଶୁଖିବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ଜଳଚର ପ୍ରାଣୀଙ୍କ ସହ ନଦୀ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଆଖାପାଖ ଗାଁର ଲୋକଙ୍କ ଉପରେ ପଡ଼ିଛି। ଏପରିକି ବହୁ ଲୋକଙ୍କ ଜୀବିକା ଉଜୁଡ଼ି ଯିବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଚଣ୍ଡ ଗ୍ରୀଷ୍ମରେ ବି କଲ୍ୟାଣୀ ନଦୀ କେବେ … Continue reading ପୋଲ ପାଇଁ ନଦୀକୁ ଶୁଖାଇଦେଲେ: କଲ୍ୟାଣସିଂହପୁର ଅଞ୍ଚଳର ଜୀବନ ଓ ଜୀବିକା ପ୍ରଭାବିତ